ବଲାଙ୍ଗିର : ଯୁବକଙ୍କ ଛୁରା ମାଡରେ ଜଣେ ଯୁବତୀ ଗୁରୁତର । ସୂଚନା ମୁତାବକ ଟାଉନଥାନା କନ୍ଧପାଲିପଡ଼ା ପୋଖରୀ ନିକଟରେ ଯୁବକ ଜଣକ ଯୁବତୀଙ୍କୁ ଛୁରାମାଡ଼ କରିଛନ୍ତି । ତୁରନ୍ତ ଗୁରୁତର ଯୁବତୀଙ୍କୁ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ଛୁରା ମାଡ଼ରେ ଜଣେ ଯୁବତୀ ଗୁରୁତର ହୋଇଛି । ପ୍ରେମ ବ୍ୟାପାରରୁ ଛୁରାମାଡ଼ ସନ୍ଦେହ କରାଯାଉଛି । ବର୍ତ୍ତମାନ ଛୁରାମାଡ କରିଥିବା ଯୁବକକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।