ବିଦ୍ୟାଳୟ ପରିସରରେ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ରୀ

ମାଲକାନଗିରି: ବିଦ୍ୟାଳୟ ପରିସରରେ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଘଟିଛି ଏଭଳି ଅଭାବନିୟ ଘଟଣା । ତେବେ ଆତ୍ମହତ୍ୟ କରିଥିବା ଛାତ୍ରୀ ଜଣଙ୍କ ମଧୁସୂଦନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବମ ଶ୍ରେଣୀେୀ ପଢୁଥିବା ପୂଜା କୁଞ୍ଜ ।
ସୂଚନା ଅନୁଯାୟୀ , ମୋଟୁରେ ଥିବା ଏକ ହଷ୍ଟେଲରେ ରହି ପଢୁଥିଲେ ପୂଜା । କିନ୍ତୁ ଆଜି ସେ ଅତ୍ମହତ୍ୟା କରିଥିବା ପରିବାରକୁ ଖବର ଦେଇଥିଲେ ହଷ୍ଟେଲ କତୃପକ୍ଷ । ତେବେ ଖବର ଶୁଣି ପରିବାର ଲୋକଙ୍କ ଆଖିର ଲୁହ ଶୁଖିବାର ନା ନଉନି । ଏନେଇ ପୋଲିସ କୁଖବର ଦେବା ପରେ ଘଟଣା ସ୍ତଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।