ଦୁଇ ଜଣ ବ୍ରାଉନସୁଗାର ବେପାରୀ ଗିରଫ

(ଆଦର୍ଶ ରାଉତ ) : ରାଜଧାନୀରୁ ଧରା ପଡିଲା ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ଭୁବନେଶ୍ବର ହଳଦିପଡିଆ ବସ୍ତିରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ, ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା । ବେଆଇନ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ମଇନା ରାଉତରାୟ ଗିରଫ । ମଇନାଙ୍କୁ ଗିରଫ କଲା କେନ୍ଦ୍ରାଂଚଳ ଅବକାରୀ ଗୁଇନ୍ଦା ବିଭାଗ ।

ସେପଟେଖୋର୍ଦ୍ଧା ନୂଆ ଗାଁରେ ଅବକାରୀ ଫ୍ଲାଇଁ ସ୍କ୍ବାଡ ଚଢାଉ। ୧୦୦ ଗ୍ରାମର ବ୍ରାଉନସୁଗାର ଜବତ, ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ୧୦ ଲଷ ଟଙ୍କା । ବ୍ରାଉନସୁଗାର ବେପାରୀ ଅଭୟ ସାହୁଙ୍କୁ ଗିରଫ କଲା ଅବକାରୀ ବିଭାଗ ।