ଧୋଇଗଲା ରାସ୍ତା , ଯୋଗାଯୋଗ ବିଛିନ୍ନ

(ସର୍ବେଶ୍ୱର ପାତ୍ର ) : ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବାମ ଚ।ଉଳିଆଝରଣ ରାସ୍ତାରେ ଥିବା ଉତୁର।ସ ଗଡ଼। ପୋଲ ଆପୃଚ ଧୋଇଗଲା ଯାହାଫଳରେ ଆଖପାଖ ୫ଟି ଗାଁର ଲୋକମାନେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଏହି ରାସ୍ତା କଙ୍କଡାହାଡ଼ ବ୍ଲକ ସଦର ମହକୁମା କୁ ଯାଇଛି ଏହା ଧୋଇ ଯିବାରୁ ଲୋକମାନେ ଅନ୍ୟ ରାସ୍ତାରେ ୧୦ କିମି ରୁ ଅଧିକ ଦୂର ଦେଇ ଯିବାକୁ ପଡ଼ିବ । ନିମ୍ନ ମାନର କାମ ପାଇଁ ଏପରି ହୋଇଥିବା ଅଭିଯୋଗ ହେଉଛି ।