ନେପାଳ ଗ୍ରସ୍ତ ରେ ନରେନ୍ଦ୍ର ମୋଦି

(ସୌମ୍ୟ ରଞ୍ଜନ ସେଠୀ) : କାଠମାଣ୍ଡୁ ରେ ଆୟୋଜିତ ଦୁଇଦିନିଆ ବିମ୍ସଟେକ ମମ୍ମିଳନିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ତା ସହ ବିମ୍ସଟେକ ର ଆୟୋଜକ ନେପାଳ ର ରଷ୍ଟ୍ରପତି ଦିବ୍ୟାଦେବୀ ଭଣ୍ଡାରୀ ଙ୍କୁ ମଧ୍ୟ ଭେଟିବେ । ଏହି ସମ୍ମିଳନୀ ର ମୂଖ୍ୟ ଉଦେଶ୍ୟ ହେଲା ବଙ୍ଗୋପସାଗର କୂଳରେ ଅବସ୍ତିତ ଦକ୍ଷିଣ ଏସିଆ ଓ ଦକ୍ଷିଣ – ପୂର୍ବ ଏସିଆ ଦେଶ ମାନଙ୍କ ମଧ୍ୟରେ ଆର୍ଥକ ସହଯୋଗ ପ୍ରତିଷ୍ଠା ।