ନାଗ ସାପ ଉଦ୍ଧାର

( ଜଗନ୍ନାଥ ଅଗ୍ରୱାଲ ) : ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଡଅଁରା ଗାଁ ରାଜେଶ ବିଶ୍ୱାଳଙ୍କ ଘରୁ ନାଗ ସାପ ଉଦ୍ଧାର କରାଯାଇଛି । ନାଗ ସାପଟି ୪ ଫଟୁ ଲମ୍ୱର । ସାପଟିକୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।