(ପ୍ରିୟଦର୍ଶନୀ ସ୍ୱାଇଁ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଶତଆଳ,ନଇ ବିସ୍ଥାପିତ ବସ୍ତିରେ ଚିରୁ ଦେହୁରୀ ନାମକ ଜଣେ ବ୍ୟକ୍ତି ଶଙ୍କର ଦେହୁୀରଙ୍କୁ ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ ଟଣାଓଟରା ହୋଇଥବଲା ।ଶେଷରେ ଚିରୁ ଶଙ୍କରକୁ କଟୁରୀରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଶଙ୍କରର ମୃତ ଘଟିଛି । ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଚିରୁକୁୁ ଉଦ୍ଧାର କରି କରଞ୍ଜିଆ ଉପକଣ୍ଡ ଡ଼ାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।