(ପ୍ରିୟଦର୍ଶନୀ ସ୍ୱାଇଁ / ରିପୋର୍ଟର୍ସ ଟୁଡ଼େ)ଭୁବନେଶ୍ୱର : ସମ୍ପୂର୍ଣ୍ଣ ଦେଶ ଆତଙ୍କବାଦ ବିରୋଧରେ ସ୍ୱର ଉଠାଇ ସର୍ଜିକାଲ ଷ୍ଟ୍ରାଇକର ଉତ୍ସବ ପାଳନ କରୁଥିବା ସମୟରେ । ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନ ସୀମାରେ ଆମ ବିମାନ କ୍ରାଶ ଗିରଫ କରି ନେଇଥିଲେ । କିନ୍ତୁ କାଲି ସନ୍ଧ୍ୟାରେ ମିଳିଥିବା ଖବର ମିଳିଲା ପାକର ପ୍ରଧାନମନ୍ତ୍ରୀ ଇମରାନ ଖାନ ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି କହିଥିଲେ । ଏହି କାରଣରୁ ଏବେ ଦେଶବାସୀ ପୁଣି ଥରେ ଉତ୍ସବ ମୁଖରିତ ହୋଇ ପଡିଛନ୍ତି ।
ଗତକାଲି ସନ୍ଧ୍ୟାରେ । ଏହି ଖବର ମିଳିବା ପରେ ବଲିଉଡ ଜଗତରେ ଖୁସୀର ଲହରୀ ଖେଳି ଯାଇଛି । ଲୋକମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ବସିରହିଥିଵା ବେଳେ ତାପଶି ତନୁ , ବିବେକ ଆନନ୍ଦ ଭଳି କଳାକାରମାନେ ନିଜର ଖୁସୀ ବ୍ୟକ୍ତ କରିବା ପାଇଁ ଟ୍ୱିଟ୍ କରିଛନ୍ତି ।