DGCI &S ତଥ୍ୟ ଅନୁଯାଇ ଓଡିଶାରୁ ରାଜ୍ୟ ତଥା ଦେଶ ବାହାରକୁ 2024-25 ବର୍ଷରେ ରପ୍ତାନି ହୋଇଛି 11ପ୍ରଡକ୍ଟ। 85 ହଜାର 446 କୋଟି 48 ଲକ୍ଷ ଟଙ୍କାର ବିଭିନ୍ନ ପ୍ରଡକ୍ଟ ରପ୍ତାନି ହୋଇଛି। Metallurgical,Engineering,mineral,agriculture,marine, handloom,handicraft,textile,pharmaceutical ଓ ଅନନ୍ୟା ଜିନିଷ ହୋଇଛି ରପ୍ତାନି। ଏଥିସହ ଓଡିଶାରୁ ସଫ୍ଟୱେର ଓ ଇଲୋ୍ଟ୍ରୋନିକସ ଜିନିଷ 6 ହଜାର 937 କୋଟି 71 ଲକ୍ଷ ରେ ଜିନିଷ ହୋଇଛି ରପ୍ତାନି। ବିଧାୟକ ତାରା ବାହିନୀ ପତିଙ୍କ ପ୍ରଶ୍ନ ରେ ମନ୍ତୀ ଗୋକୁଳା ନନ୍ଦ ମଲ୍ଲିକ ଙ୍କୁ ଉତ୍ତର।