ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା : ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା । ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ । ରାଉରକେଲା ଲହୁଣୀପଡ଼ା ଓ ଲାଠିକଟା ନିକଟରେ ଏନକାଉଣ୍ଟର । ୫ଟି ବଡ଼ ଡକାୟତି ଘଟଣାରେ ସମ୍ପୃକ୍ତ ୩ ଅପରାଧିଙ୍କୁ ଏନକାଉଣ୍ଟର । ସମସ୍ତ ଅପରାଧୀଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଅପରାଧିଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସ ଏନକାଉଣ୍ଟରରେ ୩ ଅପରାଧୀ ଆହତ ହୋଇଛନ୍ତି । ସୋମାନଙ୍କ ନିକଟରୁ ୩ଟି ବନ୍ଧୁକ, ଅଫୁଟା ଗୁଳି, ଗୋଟିଏ ସ୍କୋପିଓ ଜବତ କରାଯାଇଛି । ପୋଲିସ ମଧ୍ୟ ପାଲଟା ଗୁଳିମାଡ କରିଥିଲା ।

Deconstructing Section 46(3) of the CrPC: A Tacit Approval for Encounters –  The Criminal Law Blog

ବଣାଇଁ ଏସଡିପିଓ ରାମଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ଵରେ ୨ ଗୋଟି ଟିମ୍ ଗଠନ କରାଯାଇଥିଲା ଯେଉଁଥିରେ ୭ ଗୋଟି ଥାନା ଅଧିକାରୀ ସାମିଲ୍ ଥିଲେ । ବଣାଇଁ, ବରସୁଆଁ, ବାଙ୍କୋ, କୋଇଡା, ରେଙ୍ଗାଲବେଡା ସମସ୍ତ ବଡ ବଡ ଡକାୟତି ରେ ସାମିଲ୍ ଥିଲେ ଉକ୍ତ ଅପରାଧୀ । ଆଉ ଦୁଇ ଜଣଙ୍କୁ ଖୁବ୍ ଶୀଘ୍ର କାବୁ କରିବେ ବୋଲି ବଣାଇଁ ଏସଡିପିଓ ସୁଚନା ଦେଇଛନ୍ତି ।

Four criminals injured in police encounter in Gorakhpur