ଗଞ୍ଜାମ ବିଜେଡି ସଭାପତି ଙ୍କ ଗାଡି ଦୁର୍ଘଟଣା ଗସ୍ତ

ଭୁବନେଶ୍ୱର : ଗଞ୍ଜାମ ବିଜେଡି ସଭାପତି ଙ୍କ ଗାଡି ଦୁର୍ଘଟଣା ଗସ୍ତ । ଭୁବନେଶ୍ୱର ବରମୁଣ୍ଡା ନିକଟ ଓଭରବ୍ରିଜ ଉପରେ ଘଟିଛି ଏଭଳି ଦୁର୍ଘଟଣା । ଗଞ୍ଜାମ ବିଜେଡି ସଭାପତି ଙ୍କ ଗାଡି ଦୁର୍ଘଟଣା ଗସ୍ତ ହୋଇଛି । ଡିଭାଇଡରକୁ ପିଟି ଦେଇଛି ସଭାପତିଙ୍କ ସ୍କର୍ପିଓ ଗାଡି । ତେବେ ଗାଡି ଚାଳକଙ୍କ ଆଖି ଲାଗିଯିବାକୁ ଘଟିଛି ଏଭଳି ଦୁର୍ଘଟଣା । ଦୁର୍ଘଟଣାପରେ ଓଭରବ୍ରିଜ ଉପରେ ଫସିରହିଥିଲା ଶହ ଶହ ଗାଡି । ଟ୍ରାଫିକ୍ କ୍ଲିୟର କରିବା ପାଇଁ ଖଣ୍ଡଗିରି ପୋଲିସର ଉଦ୍ୟମ ଜାରି । ତେବେ ସେପଟେ ସଭାପତି ସାମାନ୍ୟ ଆହତ ହୋଇଥିବାକୁ ପ୍ରାଇମିକ ଚିକିତ୍ସା ପରେ ସେ ଘରକୁ ଫୋରି ଯାଇଥିବା ସୂଚନା ।