ଏସଟିଏଫ ପଞ୍ଝାରେ ବ୍ରାଉନ ସୁଗାର ବେପାରୀ

ଭୁବନେଶ୍ୱର;(ସରୋଜ ରାଉତ);- ଏସଟିଏଫ ପଞ୍ଝାରେ ବ୍ରାଉନ ସୁଗାର ବେପାରୀ ।ଖୋର୍ଦ୍ଧାରୁ ବ୍ରାଉନ ସୁଗାର ବେପାରୀ ।ଜ୍ୟୋତି ସାମନ୍ତରାୟକୁ ଗିରଫ କଲା ଏସଟିଏଫ ।ଜ୍ୟୋତି ନିକଟରୁ ୨୬୩ ଗ୍ରାମ ବ୍ରାଉନ ସୁଗାର ଜବତ ।ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୨୫ ଲକ୍ଷ୍ୟ ହେବ ବୋଲି ସୂଚନା ।ବାଲେଶ୍ୱରରୁ ଆସୁଥିଲା ବ୍ରାଉନ ସୁଗାର । ସୁଚନା ଦେଲେ ଏସଟିଏଫ ଏସପି ରବି ଶତପଥି ।