ବ୍ରହ୍ମପୁରରେ ରହୁଥିବା ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡିବାକୁ ନୋଟିସ

ବ୍ରହ୍ମପୁର: ବ୍ରହ୍ମପୁରରେ ରହୁଥିବା ଜାଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ । ଟାଉନ ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କୁ ଦେଶ ଛାଡିବାକୁ ନୋଟିସ ଦେଲା ପୋଲିସ । ନୋଟିସ ସହ ମହିଳାଙ୍କ ଘରେ ପହଞ୍ଚି ଭିସା ଯାଞ୍ଚ କଲା ପୋଲିସ । ମିଲିଟାରୀ ଲାଇନ ଇଙ୍ଗ ମସଜିଦ ସାହିରେ ରହୁଛନ୍ତି ମହିଳା । ଓଡିଶାରେ ୨୫ ବର୍ଷରୁ ଅଧିକ ହେବ ପରିବାର ସହ ରହୁଛନ୍ତି । କିଛି ପର୍ଷ ପୂର୍ବେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ନିଜ ସନ ଝିଅ ସହ ଏଠାରେ ରହୁଛନ୍ତି ।