୧୪ ପୂର୍ବତନ ବିଧାୟକ ଛାଡିନାହାନ୍ତି ସରକାରୀ କ୍ୱାଟର

ଭୁବନେଶ୍ୱର; ପୂର୍ବତନ ବିଧାୟକ ଛାଡିନାହାନ୍ତି କ୍ୱାଟର । ୧୪ ପୂର୍ବତନ ବିଧାୟକ ଛାଡିନାହାନ୍ତି ସରକାରୀ କ୍ୱାଟର । ବିଧନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ଜଣ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ରହିବାକୁ କରିଛନ୍ତି ଆବେଦନ । ଜୟନ୍ତ ଷଡଙ୍ଗୀ ଓ ସନ୍ତୋଷ ସିଂ ସାଲୁଜା ଆବେଦନ କରିଛନ୍ତି । ପୂର୍ବତନ ବିଧାୟକ ଅମର ଶତପଥୀ, ମହେଶ ସାହୁ , ମଞ୍ଜୁଳା ସ୍ୱାଇଁ । ପ୍ରଦୀପ୍ତ କୁମାର ନାୟକ, ରମେଶ ଚନ୍ଦ୍ର ସାଇ , ସାଲୁଗା ପ୍ରଧାନ, ଶଙ୍କର ଓରାମ , ପ୍ରୀତି ରଞ୍ଜନ ଘଡାଇ , ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲ , କିଶେର ଚନ୍ଦ୍ର ତରାଇ, ସୁବାସ ପାଣିଗ୍ରାହୀ ଏବଂ ଅଳକା ମହାନ୍ତି ଛାଡିନାହାନ୍ତି କ୍ୱାଟର ।