ସେନା ସୁରକ୍ଷା ଅଧିକାରୀଙ୍କୁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ଏସ୍ ଓ ପି

0

ଭୁବନେଶ୍ୱର; ହାଇକୋର୍ଟରେ ଭରତପୁର ଥାନା ମାମଲା । ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ଏସ୍ ଓ ପି ।ଏନେଇ ଆଡଭକେଟ୍ ଜେନେରାଲ କୋର୍ଟଙ୍କୁ ଜଣାଇଲେ ।ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀ ଙ୍କୁ ଦେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ ।୩୧ ମାର୍ଚ୍ଚ ସୁଦ୍ଧା ରାଜ୍ୟ ରେ ସବୁ ଥାନାରେ ସିସିଟିଭି ଲାଗିବା ସମ୍ପୂର୍ଣ କରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଲେ ଆଡଭୋକେଟ୍ ଜେନେରାଲ । ଆସନ୍ତା ମଙ୍ଗଳବାର ପରବର୍ତୀ ଶୁଣାଣୀ ।