୨୭ ତାରିଖରେ ହେବ ଢେଙ୍କାନାଳ ପୂଜା ଭସାଣି ଉତ୍ସବ ଓଡିଶା By Minu Sahoo Last updated Oct 22, 2024 Share ଢେଙ୍କାନାଳ: ଆସନ୍ତା ୨୭ ତାରିଖରେ ଢେଙ୍କାନାଳ ପୂଜା ଭସାଣି ଉତ୍ସବ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତି । ପୂଜା କମିଟି ବୈଠକ ପରେ ଚୂଡାନ୍ତ ହେଲା ତାରିଖ । ବାତ୍ୟା ପାଇଁ ଭସାଣି ତାରିଖ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । Odishareporterstoday Share FacebookTwitterGoogle+ReddItWhatsAppPinterestEmail