ଭୁବନେଶ୍ୱର;୧୩ଟି ଥାନାରେ ନାହିଁ ସିସିଟିଭି ।୧୩ଟି ଥାନାରେ ସିସିଟିଭି ନାହିଁ କହିଲେ ଏଡିଜି ଦୟାଲ ଗଙ୍ଗୱାର୍ । ହାଇକୋର୍ଟ ଭରତପୁର ଥାନା ମାମଲାରେ ଶୁଣାଣି ବେଳେ କହିଲେ ଏଡିଜି । ବ୍ୟକ୍ତିଗତ ଭାବରେ ହାଜର ହୋଇ ଉତ୍ତର ରଖିଲେ ଏଡିଜି ଦୟାଲ ଗଙ୍ଗୱାର୍ । ୧୫ ଦିନରେ ୧୩ଟି ଥାନାରେ ସିସିଟିଭି ଲଗାଯିବ କହିଲେ ଏଡିଜି । ଏହାଦ୍ୱାରା ଏସ୍ପି ନିଜେ ସବୁ ଥାନାରେ ସ୍ଥିତି ଦେଖିପାରିବେ ।ସେନା ଅଧିକାରୀଙ୍କୁ ଥାନାରେ ପୋଲିସ ବ୍ୟବହାର ନେଇ ଜାରି ବେ ଏସଓପି ।