ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡିିଗଲେ ପର୍ଯ୍ୟଟକ

0

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡିଗଲେ ପର୍ଯ୍ୟଟକ । ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବା ବେଳେ ବୁଡି ଯାଇଥିବା ସୂଚନା। ସେଠାରେ ଥିବା ଲାଇଫ ଗାର୍ଡ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସ୍ବର୍ଗ ଦ୍ୱାର ନିକଟରେ ସମୁଦ୍ରରେ ବୁଡି ଯାଇଥିଲେ ପର୍ଯ୍ୟଟକ । ମୃତକ ହେଲେ ପଶ୍ଚିମବଙ୍ଗର ୫୪ ବର୍ଷୀୟ ସୁଶାନ୍ତ ଅଧିକାରୀ ବୋଲି ଜଣାପଡିଛି ।