ଜୁନାଗଡ଼/ବ୍ୟମୋ କେଶ ପୁରୋହିତ : ଦୁର୍ଗଠନରେ ଚାଲିଗଲା ଜୀବନ | କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଛକ ନିକଟରେ ବୋଲେରୋ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି ଦୁର୍ଘଟଣା | ବୋଲରୋ ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ବୋଲେରୋ ଡ୍ରାଇଭର ବିରିକୋଟର ଦିଲୀପ ନାଏକ ବୋଲି ଜଣ ପଡିଛି |