ଷ୍ଟିଲ କାରଖାନାରେ ବିସ୍ଫୋରଣ ଓଡିଶା By Minu Sahoo Last updated Jul 27, 2024 Share ଢେଙ୍କାନାଳ : ଷ୍ଟିଲ କାରଖାନାରେ ବିସ୍ଫୋରଣ । ଝାଡବନ୍ଧ ରୁଙ୍ଗଟା ମାଇନ୍ସ ଷ୍ଟିଲ କାରଖାନାରେ ବିସ୍ଫୋରଣ ହୋଇଥିବା ସୂଚନା। ଏସଏମଏସ-୬ ନମ୍ବର ଫର୍ନେସ ଭାଟିରେ ଘଟିଛି ଏହି ବିସ୍ଫୋରଣ। ତେବେ ଏଥିରେ କେହି ମୃତାହତ ହୋଇନଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। Odishareporterstoday Share FacebookTwitterGoogle+ReddItWhatsAppPinterestEmail