ବିଧାନସଭା ଦ୍ଵିତୀୟ ଦିନ ପ୍ରଶ୍ନ ଉତ୍ତର କାଳ ଆରମ୍ଭରୁ ହଟ୍ଟଗୋଳ; ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭା ଦ୍ଵିତୀୟ ଦିନ ପ୍ରଶ୍ନ ଉତ୍ତର କାଳ ଆରମ୍ଭରୁ ASO ଙ୍କୁ ମାଡ଼ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ | ଗୃହ ମଧ୍ୟ ଭାଗରେ ବିଜେଡିର ପ୍ରତିବାଦ |  ଓଡ଼ିଆ ଅସ୍ମିତା ପ୍ରସଙ୍ଗ ରେ ବିଜେଡି ର ହୋ ହାଲ୍ଲା | ଗୃହ ରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାକୁ ବିଜେଡି ର ଦାବି | ଗୃହ କାର୍ଯ୍ୟ 11:30 ଟା ଯାଏଁ ମୁଲତବି |