ଫାଇନାନ୍ସ କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ବାଲେଶ୍ବର : ବାଲେଶ୍ବର ଫାଇନାନ୍ସ କମ୍ପାନୀରେ ଅଗ୍ନିକାଣ୍ଡ।ବାଲେଶ୍ବର ରେମୁଣା ବ୍ଲକ ଗୋଲେଇ ଛକ ନିକଟରେ ଥିବା ଏକ ଫାଇନାନ୍ସ କାଯ୍ୟାଳୟ ରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସୂଚନା।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ ବି ଅନେକ କାଗଜପତ୍ର ଜଳିପୁଡି ନଷ୍ଟ ହୋଇଯାଇଥିବା ସୂଚନା । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।