ମା’ ଝିଅ ନିଖୋଜ ଘଟଣାକୁ ୪୦ ଦିନ ବିତି ଯାଇଥିଲେବି ପୋଲସର ହାତ ଖାଲି

ରାଉଅରକେଲା / ଚନ୍ଦନ ସାମନ୍ତସିଂହର : ନିଖେଜ ମା ଝିଅଙ୍କୁ ଖୋଜୁଛନ୍ତି ପରିବାର । ରାଉଅରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବିର୍ଡା ମାରେଇନ୍ ଗାଁ ର ଆନନ୍ଦ କୁମ୍ଭାର ଙ୍କ ସ୍ତ୍ରୀ କୌଶଲ୍ୟା କୁମ୍ଭାର ଓ ତାଙ୍କର ୫ ବର୍ଷର ଝିଅ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି ଜ୍ଝତେବେ ଏନେଇ ଆନନ୍ଦ କୁମ୍ଭାର ତରଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ ଜ୍ଝ କିନ୍ତୁ ବିଡମ୍ବନାର ବିଷୟ ହେଲା ଘଟଣାକୁ ୪୦ ଦିନ ବିତିଥିଲେ ମଧ୍ୟ ପୋଲିସ ମା ଓ ଝିଅ ର ପତ୍ତା ପାଉନାହିଁ ଜ୍ଝ ତେବେ ପରିବାର ଲୋକେ କୌଶଲ୍ୟାଙ୍କ ଫେରିବା ବାଟକୁ ଚାହିଁ ବସିଥିବା ବେଳେ ଦୁଃଖରେ ଭାଙ୍ଗି ପଡିଛନ୍ତି ଜ୍ଝ