ଦାୟିତ୍ୱ ଗ୍ରହଣ ପରେ ଅଧିକାରୀଙ୍କ ସହ ବୈଠକ କଲେ କମିଶନର ରାଜେଶ ପାଟିଲ

ଭୁବନେଶ୍ୱର: ଦାୟିତ୍ୱ ନେଲେ BMC କମିଶନର। ଆଜି ସନ୍ଧ୍ୟା ସମୟରେ BMC ଅଫିସରେ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ହୋଇଥିବା 2005 ବ୍ୟାଚର IAS ଅଫିସର ରାଜେଶ ପାଟିଲ ଦାୟିତ୍ୱ ଗ୍ରହଣ କରିଛନ୍ତି | ଦାୟିତ୍ୱ ନେବା ପରେ BMC ର ସମସ୍ତ ଅଧିକାରୀ ଙ୍କ ସହ ବୈଠକ କଲେ କମିଶନର ରାଜେଶ ପାଟିଲ |