ତାଳଚେର/ଉତ୍ତମ ଦାସ: ପ୍ରତି ବର୍ଷ ଆସିନ ମାସ ଶୁକ୍ଳପକ୍ଷ ସପ୍ତମୀ ଠାରୁ ଦଶମ ପର୍ଯ୍ୟନ୍ତ ମା ଦୂର୍ଗାଙ୍କ ପୂଜା କରାଯାଏ l ଦେବୀ ତିନି ଦିନ ଧରି ପୂଜା ପାଇବା ପରେ ଦଶମୀ ରେ ବିସର୍ଜନ ହୋଇଥାନ୍ତି ଓ ପର୍ବ ପର୍ବାଣୀରେ ସାମାଜିକ ଜୀବନକୁ ମଧୁମେହ ଓ ଆମୋଦିତ କରେ l ତାଳଚେର କଙ୍କିଳୀ ଗ୍ରାମରେ ହୋଇଯାଇଥିବା ୭୩ ତମ ଶାରଦୀୟ ଦୁର୍ଗାପୂଜା ତିନି ଦିନ ଧରି ଆୟୋଜିତ ହୋଇଥିଲା l ଏହି ଦୁର୍ଗା ପୂଜାରେ ସମସ୍ତ ପାଇକ ଭାଇ ମାନେ ନିଜ ନିଜର କଳା ଓ ସଂସ୍କୃତି କୁ ଅନୁଧ୍ୟାନ ଐତିହ ପରମ୍ପରାକୁ ବଜାୟ ରଖନ୍ତି l ଏବଂ ଡାଇମଣ୍ଡ କ୍ଲବ୍ ଆନୁକୁଲ୍ୟରେ ତାଳଚେର କାଙ୍କିଳୀ ଗ୍ରାମରେ ମା କନକ ଦୂର୍ଗା କ୍ଷତ୍ରିୟ ସମାଜ ପାଇକ ଆଖଡ଼ା କ୍ରୀଡା ମୋହସ୍ଵବର ପୁରସ୍କାର ବିତରଣ ଉତ୍ସବରେ ମାନ୍ୟ ବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋହାଦୟ ଓ ଦଳୀୟ ନେତ୍ରୁ ମଣ୍ଡରି ମାନଙ୍କ ଗ୍ରହଣରେ ତାଳଚେର ନିର୍ବାଚନ ମଣ୍ଡଳୀ ର ଲୋକ ପ୍ରିୟ ନେତା ତଥା ଅନୁଗୋଳ ଜିଲ୍ଲା ବିଜେପି ଉପ ସଭାପତି ଶ୍ରଯୁକ୍ତ ମୋନୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ l ଏହି ସମାଗମରେ ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ l