ସଇଁତଳାକୁ NAC ମାନ୍ୟତା ଦାବି ସହ ବିଭିନ୍ନ ସମସ୍ୟା ପ୍ରତିବାଦରେ ବନ୍ଦ ପାଳନ

ପାଟଣାଗଡ଼/ଜଗନ୍ନାଥ ଧରୁଆ: ବଲାଙ୍ଗିର ସଇଁତଳାରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସଇଁତଳାକୁ NAC ମାନ୍ୟତା ଦାବିରେ ଏହି ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ଦିନ ୩ଟା ଯାଏଁ ସଇଁତଳା ବନ୍ଦ ପାଳନ । ବନ୍ଦ ଡାକରା ଦେଇଛି ସଇଁତଳା ବଣିକ ସଂଘ ଓ ନାଗରିକ ମଞ୍ଚ । ସଇଁତଳାକୁ ଘଇଉ ମାନ୍ୟତା ଦାବି ସହ ବିଭିନ୍ନ ସମସ୍ୟା ପ୍ରତିବାଦରେ ବନ୍ଦ ପାଳନ । ଦୋକାନ, ବଜାର ବନ୍ଦ ସହ ଗାଡ଼ିମୋଟର ଚଳାଚଳ ପ୍ରଭାବିତ