ଡ଼ିଏନ ଗ୍ରୁପ ମୁଖ୍ୟ ଜଗଦିଶ ପ୍ରସାଦ ନାୟକଙ୍କୁ ଆୟକର ବିଭାଗର ପଚରାଉଚରା

ଭୁବନେଶ୍ୱର:ଡ଼ିଏନ ଗ୍ରୁପ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ଜଗଦିଶ ପ୍ରସାଦ ନାୟକ। ଡ଼ିଏନ ଗ୍ରୁପ ମୁଖ୍ୟ ଜଗଦିଶ ପ୍ରସାଦ ନାୟକଙ୍କୁ ଆୟକର ବିଭାଗର ପଚରାଉଚରା। ଡ଼ିଏନ ଗ୍ରୁପ ମୁଖ୍ୟ ଅଫିସରେ ହେଉଛି ପଚରାଉଚରା। ମିଳିଥିବା ଟଙ୍କା ଓ କାଗଜପତ୍ର କୁ ନେଇ ଚାଲିଛି ପଚରାଉଚରା। ୩୦ କୋଟି ଟଙ୍କା ର ହିସାବ ପାଇଁ ଜଗଦିଶ ଓ ଚନ୍ଦ୍ରଶେଖରଙ୍କୁ ମୁହାଁମୁହିଁ ପଚରାଉଚରା ।