ଓପିଏସସିର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର: ଓପିଏସସି ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା । ରିଟ୍ ଆବେଦନ ନେଇ ଆସିଲା ହାଇକୋର୍ଟଙ୍କ ଶୁଣାଣି । ପିଟିସନରଙ୍କ ପକ୍ଷରୁପ ଯୁକ୍ତିକୁ ବୈଧ କହିଲେ ହାଇକୋର୍ଟ । କହିଲେ, ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ୍ ଗ୍ରହଣୀୟ ନୁହେଁ । ତେଣୁ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୨ମାସ ମଧ୍ୟରେ ସାନି ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୭୯୬ ଏଏସଓ ପଦବୀ ପାଇଁ ହଇଥିଲା ପରୀକ୍ଷା ।