ପ୍ରକାଶ ପାଇଲା ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ ତାଲିକା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ତାଲିକା ପ୍ରକାଶ ପାଇଛି । ରାଜ୍ୟସ୍ତରୀୟ ପରେଡ଼ରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦ ଜିଲ୍ଲାରେ ମନ୍ତ୍ରୀମାନେ କରିବେ ପତାକା ଉତ୍ତୋଳନ ।
ଗଜପତି – ଜଗନ୍ନାଥ ସାରକା, କଟକ-ନିରଞ୍ଜନ ପୂଜାରୀ, ଗଞ୍ଜାମ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁବର୍ଣ୍ଣପୁର-ପ୍ରଦୀପ ଅମାତ, ଜଗତସିଂହପୁର – ପ୍ରମିଳା ମଲ୍ଲିକ, କେନ୍ଦୁଝର-ଉଷା ଦେବୀ, କେନ୍ଦ୍ରାପଡ଼ା- ପ୍ରଫୁଲ ମଲ୍ଲିକ, ପୁରୀ- ପ୍ରତାପ ଦେବ, ଢ଼େଙ୍କାନାଳ- ଅତନୁ ସବ୍ୟସାଚୀ ନାୟକ, କଳାହାଣ୍ଡି-ନବ କିଶୋର ଦାସ , ମାଲକାନଗିରି- ଟୁକୁନି ସାହୁ, ମୟୂରଭଞ୍ଜ-ଅଶୋକ ପଣ୍ଡା, ବରଗଡ଼- ରାଜେନ୍ଦ୍ର ଢ଼ୋଲକିଆ, ବାଲେଶ୍ୱର- ସମୀର ଦାଶ, ସୁନ୍ଦରଗଡ଼-ପ୍ରୀତି ରଞ୍ଜନ ଘଡ଼େଇ, କନ୍ଧମାଳ-ଶ୍ରୀକାନ୍ତ ସାହୁ, କୋରାପୁଟ- ତୁଷାରକାନ୍ତି ବେହେରା, ବଲାଙ୍ଗୀର- ରୋହିତ ପୂଜାରୀ , ସମ୍ବଲପୁର- ରୀତା ସାହୁ, ଦେଓଗଡ଼- ବାସନ୍ତୀ ହେମ୍ବ୍ରମ, ବ୍ରହ୍ମୁପୁର ଓ ରାଉରକେଲାରେ ଆରଡ଼ିସି କରିବେ ପତାକା ଉତ୍ତୋଳନ । ସେହିପରି ୧୦ ଜିଲ୍ଲାର ଜିଲ୍ଳାପାଳମାନେ ଗ୍ରହଣ କରିବେ ଅଭିବାଦନ ।