ଓଡିଶା କୁ ବିରୋଧ କଣ ବିଜେପି ର ଷ୍ଟ୍ରାଟେଜି ?

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଙ୍କ ଓଡିଶା ପାଇଁ ବିଜେପି ର ସ୍ୱତନ୍ତ୍ର ଷ୍ଟାଟଜି ଟିପ୍ପଣୀ ଉପରେ ବିଜେଡି ର ପତିକ୍ରିୟା ଭାରତୀୟ ଜନତା ପାର୍ଟି ର ଓଡିଶା ଟିମ ଓଡିଶା ପାଇଁ ସ୍ୱତନ୍ତ୍ର ଷ୍ଟାଟଜି କରିବା ବୋଲି କହୁଛନ୍ତି  । ତାହା ସଫଳ ହେଇନିବଜାରୀ । ଓଡିଶା ର ବିଜେପି ଆଭିମୁଖ୍ୟ ରହିବ ସଦାବେଳେ କ୍ଷମତା ଦରକାର, ରାଜନୀତି ଦରକାର । ସାଢେ ଚାରିକୋଟି ଲୋକ ଆଗରେ ରହିବା କଥା ତାଙ୍କୁ ପଛରେ ରଖନ୍ତି । ସବୁ ନିର୍ବାଚନ ରେ ତାଙ୍କୁ ପାତୀକ୍ଷାନ କରିଛନ୍ତି । ତାଙ୍କର ଅଭିମୁକ୍ଷ ହେଲା କ୍ଷମତା ଉପଭୋଗ କରିବେ।  ୫ ଳଶ ଚାଉଳ ବନ୍ଦ କଲେ । ବୋଧେ ଏଟା ତୁମ ଷ୍ଟ୍ରାଟେଜି । ଆବାସ ଯୋଜନା ବନ୍ଦ କଲା ବିଜେପି । ସେଥିପାଇଁ ବାରମ୍ବାର ପତ୍ୟାଖାନ ହେଉଛନ୍ତି। ଓଡିଶା ପାଇଁ ସ୍ୱତନ୍ତ୍ର ଷ୍ଟାଟଜି ପାଇଁ ଚିତ୍କାର କରୁଛନ୍ତି। ଅନ୍ୟପଟେ ଆବାସ ଯୋଜନା ବନ୍ଦ କରିବେ। ଓଡ଼ିଶାର ଆବଶ୍ୟକ କୁ ନେଇ କି ବିଜେପି ନିଜର ଜୁ ଦେଖେଇଛି କି। ଓଡ଼ିଶାର ଅବ୍ୟାଶ୍ୟକତା କୁ ଓଡିଶା ବିଜେପି କେନ୍ଦ୍ର ପାଖରେ ଦାବି ରଖିନାହାନ୍ତି। ଓଡିଶା କୁ ବିରୋଧ କରିବା କଣ ଷ୍ଟ୍ରାଟେଜି । ଓଡିଶା ଲୋକଙ୍କ ଆପଣ ଶତ୍ରୁ। ଲୋକଙ୍କୁ ଉପେକ୍ଷା କରିଛନ୍ତି । ସେ ଷ୍ଟ୍ରାଟେଜି କୁ ଫସର ଫଟେଇଛନ୍ତି ଲୋକେ। ଗରିବ ବିରୋଧୀ ମାନସିକତା ପରିବର୍ତ୍ତନ କରୁ ଓଡିଶା ବିଜେପି।