ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ଭୁବନେଶ୍ବର : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ୱାମୀ । ରାଜଧାନୀରେ ପୁଣି ଏକ ମର୍ଡର । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଅଘଟଣ । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ମାରିଲା ସ୍ବାମୀ । ଏକ ନିର୍ମାଣଧୀନ ଆପାର୍ଟମେଣ୍ଟରେ କାମ କରୁଥିଲେ ମହିଳା । ମହିଳାଙ୍କ ଘର ନୟାଗଡ଼ । ପତ୍ନୀହନ୍ତା ସ୍ବାମୀକୁ ଥାନାରେ ଅଟକ ରଖିଛି ପୋଲିସ ।