ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ

ଭୁବନେଶ୍ୱର:ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ । ବାଲେଶ୍ୱର ଫକିର ମୋହନ ମେଡିକାଲ କଲେଜରେ ଭର୍ତ୍ତି । ୩ ଦିନ ହେବ ଥଣ୍ଡା ,ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ପ୍ରତାପ ଷଡଙ୍ଗୀ ।ଦୁର୍ବଳ ଅନୁଭବ କରିବାରୁ ମେଡିକାଲରେ ହୋଇଥିଲେ ଭର୍ତ୍ତି । ଆଜି ଛାତିରେ ଯନ୍ତ୍ରଣା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ।