ଭୁବନେଶ୍ୱର: ପୋଲିସ ଉପସ୍ଥିତିରେ ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ ।ସଭା ମଝିରେ ଦୁଇ ଜଣଙ୍କୁ ଆଣ୍ଠେଇଲେ ଗ୍ରାମବାସୀ ।ବରମୁଣ୍ଡା ପାଲାମଣ୍ଡପ ଠାରେ ଘଟିଛି ଘଟଣା ।ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ଦୁଇ ନାବାଳାକଙ୍କୁ ଶାସ୍ତି ।ଗାଁ ସଭା ଆଳରେ ଆଇନକୁ ହାତକୁ ନେଲେ ଲୋକେ ।ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ।ସର୍ଵସମ୍ମୁଖରେ ଏକ ଘରିକିଆ କରିବାକୁ ଚେତାବନୀ । ନିଆଁ ପାଣି ବାସନ୍ଦ କରିବାକୁ ଖୁଲେଆମ ଚେତାବନୀ ।ପୋଲିସ ଉପସ୍ଥିତିରେ ଏଭଳି ଦୃଶ୍ୟକୁ ଚାରିଆଡୁ ନିନ୍ଦା ।ଭାଇରାଲ ହେଉଛି କଙ୍ଗାରୁ କୋର୍ଟର ଭିଡିଓ ଏସବୁ ଘଟଣା ପୋଲିସ ଉପସ୍ଥିତିରେ ହୋଇଥିବାରୁ ଏହାକୁ ଚାରିଆଡୁ ନିନ୍ଦା କରାଯାଉଛି । ।