ପାଲଲହଡା /ପିତାମ୍ବର ନାୟକ : ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ସୁଲିଆ ବଜାର ୱେଲ ଫେୟାର ଆସୋସେସନ ଆନୁକୂଲ୍ୟରେ ଗଜଲଷ୍ମୀ ପୂଜା ବଡ଼ ଧୁମ ଧାମ ରେ ହାଉଥିବା ଦେଖିବାକୁ ମିଳୁଛି ।ପ୍ରତେକ ସନ୍ଧ୍ୟାରେ ମା ଙ୍କ ସନ୍ଧ୍ୟା ଆଳତି ଭୋଗ ସହିତ ମେଲୋଡି ,ଡ୍ୟାନ୍ସ ,ଓ ମିନାବଜାର ରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି ।ଏ ବର୍ଷ କମିଟିର ଏହି ମାଆ ଙ୍କ ପୂଜା ୨୪ ବର୍ଷ ରେ ପଦାର୍ପଣ କରିଥିବା ସଭାପତି ଧରଣୀ ଧର ବିଶ୍ୱାଳ କହିଛନ୍ତି ।ମା ଙ୍କ ମେଲଣି ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବା ନେଇ ସୂଚନା ଦେଇଛନ୍ତି ।