ନୂଆଦିଲ୍ଲୀ: ଦେଶରେ କାମୁଛି କରୋନା ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫, ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ରୁ ସୁସ୍ଥ ହୋଇଛନ୍ତି ୫,୬୭୫ ଜଣ। ସୂଚନାନୁସାରେ, ଏବେ ବି ସକ୍ରିୟ ଅଛନ୍ତି ୪୫, ୭୪୯। ଦୈନିକ ପଜିଟିଭ୍ ହାର ରହିଛି ୧.୫୫ ପ୍ରତିଶତ।
📍New #COVID19 cases in last 24 hours (As on 14th September, 2022): 5,108
✅Keep following #COVIDAppropriateBehaviour
➡️Always wear a mask
➡️Wash/sanitize hands regularly
➡️Maintain distancing
➡️Get yourself fully vaccinated#We4Vaccine #Unite2FightCorona pic.twitter.com/3SdapTEOaI— #IndiaFightsCorona (@COVIDNewsByMIB) September 14, 2022
ଏବେ ସୁଦ୍ଧା ଟିକା ନେଇ ସାରିଲେଣି ୨,୧୫,୬୭, ୦୬, ୫୭୪ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୧୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଗତକାଲି ଦେଶରେ କରୋନ ସଂକ୍ରମଣ ସଂଖ୍ୟା ଥିଲା ୫,୨୨୧। କରୋନାଭାଇରସ୍ଜନିତ ମୃତ୍ୟୁ ଗତକାଲି ୧୫ ରେକର୍ଡ ହୋଇଥିଲା।