ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ତାଳଚେର ପ୍ରସିଦ୍ଧ ମା’ ହିଙ୍ଗୁଳା ମହୋତ୍ସବ ଅବସରରେ କଣିହାଁ ୯ନଂ. ଜୋନ୍ ବିଜେଡି ପକ୍ଷରୁ ହିଙ୍ଗୁଳା ପିଠରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଆହ୍ୱାନ କ୍ରମେ ଅଗ୍ନି ସୁରୂପୀଣୀ ମା’ ହିଙ୍ଗୁଳା ପିଠ ପରିସର, ଅସ୍ଥାୟୀ ମାର୍କେଟ୍ କମ୍ପ୍ଲେକ୍ସ୍ ଠାରୁ ମା’ଙ୍କର ଉଭାସ୍ଥଳି ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟକ୍ରମ ହୋଇଥିଲା ।

ବିଜେଡି କାର୍ଯ୍ୟକାରୀ ସଭାପତି ତଥା ସ୍ବେଛାସେବୀ ସୁନିଲ୍ କୁମାର ପ୍ରଧାନଙ୍କ ନେତୃତ୍ବରେ କ୍ରମେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, କଣିହାଁ ବ୍ଲକ୍ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପଧକ୍ଷା ଜୟନ୍ତୀ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ, ସୁଧାକର ପ୍ରଧାନ, ବିଜିଗୋଳ ସରପଞ୍ଚ ରୁକ୍ମିଣୀ ପ୍ରଧାନ, ସମିତିସଭ୍ୟ ପ୍ରଦ୍ୟୁମ୍ନ ମହାପାତ୍ର, ସାନତ୍ରିବିଡା ସରପଞ୍ଚ ସୁଜାତା ପ୍ରଧାନ, ସମିତିସଭ୍ୟା ମିନାକ୍ଷୀ ସାହୁ, ଗଦାଶିଳା ସରପଞ୍ଚ ବୃନ୍ଦାବନ ପ୍ରଧାନ, ସମିତିସଭ୍ୟ ଦିବ୍ୟଜ୍ୟୋତି ପ୍ରଧାନ, କମରେଇ ସରପଞ୍ଚ ସୁବାସୀନି ବେହେରା, ସମିତିସଭ୍ୟା ବବିତା ରାଣି ଦେହୁରୀ ସମେତ ପଞ୍ଚାନନ ଧର, ହେମନ୍ତ କୁମାର ପ୍ରଧାନ, ଅର୍ଜୁନ ପ୍ରଧାନ, ସୁନିଲ୍ କୁମାର ଦାସ, ବିନୟ କୁମାର ବେହେରା ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ୍ ଥିଲେ। ହିଙ୍ଗୁଳା ପିଠରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଆହ୍ୱାନ କ୍ରମେ ଗତକାଲି ମା’ ହିଙ୍ଗୁଳା ପିଠ, ଅସ୍ଥାୟୀ ମାର୍କେଟ୍ କମ୍ପ୍ଲେକ୍ସ୍ ଠାରୁ ମା’ଙ୍କର ଉଭାସ୍ଥଳି ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ବିଜେଡି କାର୍ଯ୍ୟକାରୀ ସଭାପତି ତଥା ସ୍ବେଛାସେବୀ ସୁନିଲ୍ କୁମାର ପ୍ରଧାନଙ୍କ ନେତୃତ୍ବରେ କ୍ରମେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, କଣିହାଁ ବ୍ଲକ୍ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପଧକ୍ଷା ଜୟନ୍ତୀ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ, ସୁଧାକର ପ୍ରଧାନ, ବିଜିଗୋଳ ସରପଞ୍ଚ ରୁକ୍ମିଣୀ ପ୍ରଧାନ, ସମିତିସଭ୍ୟ ପ୍ରଦ୍ୟୁମ୍ନ ମହାପାତ୍ର, ସାନତ୍ରିବିଡା ସରପଞ୍ଚ ସୁଜାତା ପ୍ରଧାନ, ସମିତିସଭ୍ୟା ମିନାକ୍ଷୀ ସାହୁ, ଗଦାଶିଳା ସରପଞ୍ଚ ବୃନ୍ଦାବନ ପ୍ରଧାନ, ସମିତିସଭ୍ୟ ଦିବ୍ୟଜ୍ୟୋତି ପ୍ରଧାନ, କମରେଇ ସରପଞ୍ଚ ସୁବାସୀନି ବେହେରା, ସମିତିସଭ୍ୟା ବବିତା ରାଣି ଦେହୁରୀ ସମେତ ପଞ୍ଚାନନ ଧର, ହେମନ୍ତ କୁମାର ପ୍ରଧାନ, ଅର୍ଜୁନ ପ୍ରଧାନ, ସୁନୀଲ୍ କୁମାର ଦାସ, ବିନୟ କୁମାର ବେହେରା ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ୍ ଥିଲେ।