ଇସଲାମବାଦ : ପାକିସ୍ତାନରେ ମହଙ୍ଗା ମାଡ । ଶ୍ରୀଲଙ୍କା ଭଳି ପାକିସ୍ତାନର ହେବାକୁ ଯଉଛି ସମାନ ପରିସ୍ଥିତି । ଇମ୍ରାନଙ୍କ ପରେ ଶାହବାଜ ହୋଇଛନ୍ତି ନୂଆ ପ୍ରଧନମନ୍ତ୍ରୀ । ଶାହବାଜଙ୍କ ଅନ୍ତରଷ୍ଟ୍ରୀୟ ମୁଦ୍ରା ମୂଦ୍ରା କୋଷକୁ ସ୍ୱୀକାର କରିବାପରେ ବହୁଶୀଘ୍ର ପାକିସ୍ତାନର ଅଥନୀତିମନ ଭୁଷୁଡି ପାରେ ବୋଲି ଅର୍ଥନୈତିଜ୍ଞମାନେ ଆଶଂକା କରିଛନ୍ତି । ଅର୍ନ୍ତରାଷ୍ଟ୍ରିୟ ମୁଦ୍ରା କୋଷ ତରଫରୁ ପାକିସ୍ତାନର ଅର୍ଥନିତିରେ ସୁଧାର ଆଣିବାକୁ ୨ଟି ପରାମର୍ଶ ଦିଆ ଯାଇଥିଲା । ଦେଶରେ ମିଳୁଥିବା ପେଟ୍ରୋଲ ଓ ଡିଜେଲ ଉପରୁ ସରକାର ସବସିଡ ଛାଡ କରିବା ବନ୍ଦ କରିବାକୁ କୁହାଯାଇଥିଲା । ହେଲେ ଏହାକୁ ପାକିସ୍ତାନ ସରକାର ମାନି ନେଇଛନ୍ତି ।
ଅନ୍ତରଷ୍ଟ୍ରୀୟ ମୁଦ୍ରାକୋଷର ଆରବ ଡଲାରରେ ଏହି ବେଲାଉଟକୁ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଞ୍ଜୁର କରାଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ଶରିଫ ଏହାକୁ ଲାଗୁ କରିଦେଇଛନ୍ତି । ଯାହାଫଳରେ ଶ୍ରୀଲଙ୍କା ଭଳି ପାକିସ୍ତାନରେ ମଧ୍ୟ ଆର୍ଥିକ ସ୍ଥିତି ଜଟିଳ ହେବାର ଆଶଙ୍କା ଦେଖାଯାଇଛି ।ଚଏହା ସହ ପାକିସ୍ତାନରେ ଇନ୍ଧନର ମୂଲ୍ୟ ମଧ୍ୟ ଅହେତୁକ ବୃଦ୍ଧି ହେବାକୁ ଯାଉଛି ।