ସାଧାରଣ ନିର୍ବାଚନ ରେ ଓଡ଼ିଶାରେ ପାର୍ଥିଦେବ ଟି ଡ଼ି ପି

(ରିପୋର୍ଟସ ଟୁଡ଼େ): ଆଗକୁ ଆସୁଛି ସାଧାରଣ ନିର୍ବାଚନ ଏଥିପାଇଁ ରାଜ୍ୟ ରାଜନିତି ଏବେଠୁ ସରଗରମ ହେବାକୁ ଲାଗିଲାଣି । ଚର୍ଚ୍ଚା ହେଉଛି ସାଧାରଣ ନିର୍ବାଚନ ରେ ଓଡ଼ିଶାରେ ପାର୍ଥିଦେବ ଟି ଡ଼ି ପି । ଏନେଇ କଂଜେସ ବିଧାୟକ ତାରାପ୍ରସାଦ ବାହିନ ପତି କହିଛନ୍ତି ଟି ଡ଼ି ପି ଓଡ଼ିଶାରେ ପାର୍ଥୀ ଦେଲେ କଂଗ୍ରେସର କୋ÷ଣସି କ୍ଷତି ହେବ ନାହିଁ । ବରଂ କ୍ଷତି ହେବ ବିଜେଡ଼ିର କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଚନ୍ଦ୍ରବାବୁଙ୍କ ଭିତରେ ଘନିଷ୍ଟ ସଂର୍ପକ ରହିଛି ।
ମନ୍ତ୍ରୀ ସୂର୍ଯ୍ୟ ପାତ୍ର ପ୍ରତିକ୍ରିୟା ରେ କହିଛନ୍ତି ବିଜେଡ଼ି ଉପରେ କୋ÷ରସି ପ୍ରଭାବପଡ଼ିବ ନାହିଁ । ଏଠି ଯେତେ ତେଲୁଗୁ ଲୋକ ଅଛନ୍ତି ସେମାନେ ସବୁ ନବୀନ ବାବୁଙ୍କ ଙଳ ପାଆନ୍ତି । ଏବଂ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେବେ ।