ପୂର୍ବତନ ବିଧାୟକଙ୍କ ନିର୍ବାଚନ ପ୍ରଚାର ଓଡିଶା By Reporters Today Bureau On Feb 16, 2022 Share ସୋନପୁର: ସୋନପୁର ସଦର ବ୍ଲକ ଅନ୍ତର୍ଗତ ଲଛିପୁର ଛକୋରମାଲ ରେଙ୍ଗାଲି ଖଲିଆପାଲି ପଞ୍ଚାୟତରେ ଜିଲ୍ଲା ପରିଷଦ ସଭ୍ୟ ବିଜେପି ପ୍ରାର୍ଥୀନୀ ସୌଦା ମିନି ତରିଆଙ୍କ ପାଇଁ ପ୍ରଚାର କରୁଛନ୍ତି ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହ ଦେଓ । Anisha pattanyakOdishaReporters TodaySonpur Share FacebookTwitterGoogle+ReddItWhatsAppPinterestEmail