ଗିରଫ ମହିଳା ସାମ୍ବାଦିକଙ୍କୁ ଜାମିନ

ନୂଆଦିଲ୍ଲୀ :  ବିଦ୍ୱେଷ ସୃଷ୍ଟିକାରୀ ଖବର ପ୍ରକାଶ ନେଇ ଗିରଫ ହୋଇଥିବା ୨ ମହିଳା ସାମ୍ବାଦିକଙ୍କୁ ଜାମିନ ମିଳିଛି । ସାମ୍ବାଦିକ ସମୃଦ୍ଧି ଶାକୁନିଆ ଓ ସ୍ୱର୍ଣ୍ଣ ଝା ଉଭୟଙ୍କୁ ସାଂପ୍ରଦାୟିକତା ବିଦ୍ୱେଶ ସୃଷ୍ଟି କରିବା ଅଭିଯୋଗରେ ଗିରଫ ହୋଇଥିଲେ । ଗିରଫ ପରେ ତ୍ରିପୁରା ପୋଲିସକୁ ହସ୍ତାନ୍ତର କରିଥିଲା ଆସାମ ପୋଲିସ । ଦୁଇ ସାମ୍ବାଦିକଙ୍କ ଘର ଝାରସୁଗୁଡା ସହରରେ ।