ବିନିକାରେ ଓଡ଼ିଶା ବନ୍ଦର ପ୍ରଭାବ

ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ମମିତା ମେହେର ହତ୍ୟାକାଣ୍ଡ ପ୍ରତିବଦେରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି କଂଗ୍ରେସ । ଓଡ଼ିଶା ବନ୍ଦ ଡ଼ାକରାର ପ୍ରଭାବ ସୁବର୍ଣ୍ଣପୁରରେ ମଧ୍ୟ ଦେଖିବାକୁ ମିଳିଛି । ମମିତା ମେହେର ହତ୍ୟାକାଣ୍ଡରେ ନ୍ୟାୟ ଦାବୀ କରି ସୋନପୁର ଜିଲ୍ଲା ବିନିକା ରେ ଓଡ଼ିଶାରେ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ ତରଫରୁ ବ୍ଲକ ସଭାପତି ରବୀନ୍ଦ୍ର କୁମାର ହୋତାଙ୍କ ନେତୃତ୍ବରେ ଆଜି ବିନିକା ସହରରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ଜାରି ରହିଛି।