ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କଲା ଭାରତୀୟ ବିକାଶ ପରିଷଦ

(କଟକ / ଜଗନ୍ନାଥ ମହାନ୍ତି) : ଆଜି ଭାରତୀୟ ବିକାଶ ପରିଷଦ ପକ୍ଷରୁ ମମିତା ମେହେର ହତ୍ୟାରେ ଓଡ଼ିଶାର ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଜଡିତ । ତେଣୁ ଭାରତୀୟ ବିକାଶ ପରିଷଦ ସି ବି ଆଇ (ଉଈଓ ) ଦ୍ୱାରା ତଦନ୍ତ କରାଯିବା ସହିତ ମୃତ ମମିତା ମେହେର ପରିବାରକୁ ଟ ୫୦ ଲକ୍ଷ୍ୟ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ପାଇଁ ମଧ୍ୟ ଜନସ୍ୱାର୍ଥ ମାମଲା ରେ ପ୍ରାର୍ଥନା କରାଯାଇଛି । ଉକ୍ତ ମାମଲାରେ ଗୃହ ସଚିବ,କେନ୍ଦ୍ରାସସରକାର, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଗୃହ ବିଭାଗ ଓଡିଶା ସରକାର ସମେତ ପୋଲିସ ମହା ନିର୍ଦେଶକ (ଊଏଚ), ସୁପେରିଣ୍ଟେଣ୍ଡେଣ୍ଟ ପୋଲିସ, ବଲାଙ୍ଗୀର ଓ କଳାହାଣ୍ଡି, ଆଇ ଆଇ ସି ତୁରେଇକେଲା,ସିନ୍ଧେକେଲା ଓ କେ ଗାଁ ଙ୍କୁ ପକ୍ଷ ଭୁକ୍ତ କରି ମାମଲା ରୁଜୁ କରାଯାଇଛି ।ଉକ୍ତ ମାମଲା କୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି କ୍ଷ