(ଓମ ପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ଠାରେ ଆଜିଠୁ କାର୍ତ୍ତିକ ବ୍ରତ ପାଳନର ଶୁଭାରମ୍ଭ ହୋଇଯାଇଛି। ଗ୍ରାମର ମହିଳା ମାନେ ଆଜିଠୁ ତୁଳସୀ ଚଉଁରା ମାନଙ୍କରେ ସାଜସଜ୍ଜା କରି ପୂଜାର୍ଚ୍ଚନା କରୁଥିବା ବେଳେ ପଞ୍ଚୁକ ପାଞ୍ଚଦିନ ଗ୍ରାମ ଉତ୍ସବ ମୁଖରିତ ହେବା ସହ ବନ୍ଧୁ,ବାନ୍ଧବଙ୍କ ଆଗମନ ଦେଖିବାକୁ ମିଳେ।