ରାସ୍ତାରୁ ଛାତ୍ରୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ ଅପରାଧ By Reporters Today Bureau On Oct 16, 2021 Share ବାରିପଦା : ବୈଶିଙ୍ଗା ଥାନା କଲମ ଛକ ନିକଟରେ ଯୁକ୍ତ ତିନି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଙ୍କୁ ପାଖ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ ଅଭିଯୁ୍କ୍ତ । ପୋଲିସ ପୋଟ୍ରୋଲିଂ କରୁଥିବା ସମୟରେ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ ପୋଲିସ । Bhubaneswarmayurbhanjrapereporterstodaysagar Share FacebookTwitterGoogle+ReddItWhatsAppPinterestEmail