ପ୍ଲାଷ୍ଟିକ ବ୍ୟାଗ କାରଖାନାରେ ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର କ୍ରିଷ୍ଣ ଜିଲ୍ଲାର ତେମପାଲ୍ଲି ଗ୍ରାମରେ ଅବସ୍ଥିତ ଶ୍ରୀ ବିଦ୍ୟା ପଲିମରରେ ଅଗ୍ନିକାଣ୍ଡ ଘଟିଛି । ୬ଟି ଅଗ୍ନିଶନ ଟିମ ନିଆଁ ଲିଭେଇବା କାର୍ଯ୍ୟ ଜାରି ରଖିଛି । ଇଷ୍ଟଜୋନର ଆସିଷ୍ଟାଣ୍ଟ ପୋଲିସ ଅଫିସର ଏସିପି କେ ବିଜୟ ପାଉଲ ନିଆଁ ଲିଭେଇବା ଅପରେଶନକୁ ମନିଟଂରିଙ୍ଗ କରୁଛନ୍ତି । ମୃତାହତ କିମ୍ବା ଆହାତଙ୍କ ବିଷୟରେ କିଛି ସୂଚନା ମିଳିପାରିନାହିଁ ।