ଭିଜିଲାନ୍ସ ସ୍କାନରରେ ରବିନ୍ଦ୍ର କୁମାର ମହାନ୍ତି

ବଲାଙ୍ଗୀର(ରିପୋର୍ଟର୍ସ ଟୁଡେ) : ଆୟବର୍ହିଭୁତ ସମ୍ପତି ଠୁଳ ମାମଲାରେ ଓଡିଶା ଭିଜିଲାନ୍ସ ଜାଲରେ ପଡିଛନ୍ତି ଜୁନିୟର କର୍ଲ୍କ ରବୀନ୍ଦ୍ର କୁମାର ମହାନ୍ତି ଓ ତାଙ୍କ ପତ୍ନୀ ମେଘଲତା ପଟ୍ଟନାୟକ । ଭିଜିଲାନ୍ସ ଏହି ପାଞ୍ଜ ଜଣିଆ ଟିମ୍ ଏକସଂଙ୍ଗରେ ପାଞ୍ଚଟି ସ୍ଥାନରେ ଚଢାଉ କରିଥିଲେ । ଏହି ଚଢାଉ ବେଲେ ତିନି ମହଲା ବିଶିଷ୍ଟ ଦୁଇଟି କୋଠା , ଗୋଟିଏ ଦୁଇ ମହଲା କୋଠା, ୯ଟି ପ୍ଲଟ, ଦୁଇଟି ଫୋର ହୁଇଲର, ଦୁଇଟି ଟୁ ହୁଇଲର, ସହିତ ନଗଦ ୮ ଲକ୍ଷ ଟଙ୍କା ଏହି ଚଢାଉ ବେଳେ ଜବତ ହୋଇଥିଲା । ଏହା ସହିତ ଚଢାଉ ଜାରି ରହିଛି । ଏହି ପାଞ୍ଚ ଜଣିଆ ଭିଜିଲାନ୍ସ ଏହି ଟିମରେ ୩ଜଣ ଡିସିପି, ଚାରି ଜଣ ଇନସପେକ୍ଟର ପଦାଧିକାରୀ ସାମିଲ ଥିଲେ ।