ହାତୀ ପଲଙ୍କ ଉପଦ୍ରବପ ଦୁଇ ଗୁରୁତର  

(ରଜନୀ କାନ୍ତ ପାତ୍ର / ହିଞିଳି) ; ଦିଗପହଣ୍ଡି ବନବିଭାଗ ଅନ୍ତର୍ଗତ ହରିଣା ଗ୍ରାମର ସୁଳିଆ ପାହାଡ଼ ଗଣ୍ଡ  ହାତୀ ପଲ ଙ୍କ ଉପଦ୍ରବ ଅଭିଯୋଗ ।ଦୁଇଜଣ ଙ୍କୁ ହାତୀ ଆକ୍ରମଣ ସୂଚନା ।ଦୁଇ ଗୁରୁତର ଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ସ୍ୱାସ୍ତ୍ୟ କେନ୍ଦ୍ର ରେ ଭର୍ତି ।ଗୁରୁତର ହୋଇଥିବା ସିଙ୍ଗିପୁର ଗ୍ରାମର ଦେବରାଜ ସାହୁ ବୟସ ୫୮ । ସନ୍ତୋଷ ସାହୁ ବୟସ ୫୦ । ନିଜ ଚାଷ ଜମି କୁ ଯାଇଥିବା ବେଳେ ହାତୀ କୁ ଘଉଡେଇବା ପାଈଁ ଜଙ୍ଗଲ କୁ ଯାଇଥିବା ବେଳେ ହାତୀ ନିଜ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିବା ସୁଚନା ମିଳିଛି ଏନେଇ ବନ ବିଭାଗ ହାତୀ ଆକ୍ରମଣ ଘଟଣା ସ୍ୱଷ୍ଟ ଉତ୍ତର ନଥିବା ବେଳେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଦିଗପହଣ୍ଡି ମେଡ଼ିକାଲ ରେ ପହଞ୍ଚି ତଦନ୍ତ କରୁଥିବା ସୂଚନା।