ବଲାଙ୍ଗିର : ଦୋକାନ, ବଜାର ସବୁ ବନ୍ଦ । ଅମାନିଆଙ୍କ ଉପରେ ନଜର ରଖିବା ପାଇ ପ୍ରତି ଛକରେ ପୋଲିସ ମୃତୟନ କରାଯାଇଛି। ଏପରି ଭାବେ ସ୍ଥିତି ରହିଛି ବଲାଙ୍ଗିରରେ ସପ୍ତାହନ୍ତା ସଟଡାଉନ । ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାକୁ ପ୍ରତି ଶନିବାର, ରବିବାର ସଟଡାଉନ ଘୋଷଣା କରାଯାଇଛି । ଏହିକ୍ରମରେ ବଲାଙ୍ଗିରକୁ ମଧ୍ୟ ସଟଡାଉନ କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କଡାକଡି କରାଯାଇଛି । ଦୋକାନ, ବଜାର ବନ୍ଦ ରହିବା ସହ ପ୍ରତିଛକରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । କେବଳ ଜରୁରୀକାଳନୀ ସେବା ଜାରି ରହିଛି।