ମୁଖ୍ୟମନ୍ତ୍ରୀ ନେବେ ଟୀକା

ଭୁବନେଶ୍ୱର/ ରାଜେଶ ସାହୁ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ତାଙ୍କ ଟୀକାର ଦ୍ୱିତୀୟ ଡୋଜ । ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ଟୀକାର ଦ୍ୱିତୀୟ ନେବେ । ଦ୍ୱିତୀୟ ଫେଜ ଟୀକାକରଣର ପ୍ରଥମ ଦିନରେ ଅର୍ଥାତ ମାର୍ଚ୍ଚ ୧ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଥମ ଡୋଜ ଟୀକା ନେଇଥିଲେ।
ମାର୍ଚ୍ଚ ୧ରୁ ଦେଶବ୍ୟାପୀ ବରିଷ୍ଠ ନାଗରିକଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣରେ ସାମିଲ କରାଯାଇଥିଲା । ଏହି ଦିନ ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ପ୍ରଥମ ଡୋଜ ଟୀକା ନେଇଥିଲେ । ଏହି ଟୀକାର ଦ୍ୱିତୀୟ ଡୋଜ ଆଜି ସେ ନେବାକୁ ଯାଉଛନ୍ତି ।