(ରିପୋଟର୍ସ ଟୁଡେ) ; କରୋନା ର ଦ୍ୱିତୀୟ ଲହର ଚାଲିଥିବା ବଳେ ପ୍ରସିଦ୍ଧ ମା ବୁଢି ଠାକୁରାଣୀ ଙ୍କ ପୀଠରେ ଲାଗିଲା ୧୪୪ ଧରା । ଆଜି ସଂନ୍ଧ୍ୟା ୬ ଟାରୁ ୧୦ ଟା ଯାଏଁ କଟକଣା ଲାଗୁ ହୋଇଛି । ମାଙ୍କ ପୀଠ ଠାରୁ ରାଜବଟୀ ଯାଏଁ ୧୪୪ ଧାରା ଲାଗୁ ହୋଇଛି । ତେବେ କରୋନା କଟକଣା ଭିତରେ ମାଙ୍କ ଯାତ୍ରା ଅନୁଷ୍ଠିତ ହେବ । ମାଙ୍କ ପାଖରେ କୌଣସି ଭୋଗ ଲାଗିପାରିବନାହିଁ କେବଳ ଆରତୀ କରାଯିବା ଅନୁମତି ମିଳିଛି ।ସେହିପରି ପୂଜକଙ୍କ ସମେତ ମୋଟ ୨୦ ଜଣ ଙ୍କୁ ଅନୁମତି ମିଳିବ । ମାଙ୍କ ଯାତ୍ରାର ସବୁ କର୍ଯ୍ୟ ରାତି ୧୦ ପୂର୍ବରୁ ଶେଷ କରାଯିବ ଏବଂ ପୋଲିସଙ୍କ ଉପସ୍ଥିତିରେ ପାରମ୍ପରିକ ନୀତିକାନ୍ତିକୁ ଅନୁମତି ମିଳିବ ।